୧୫ଦିନ ସଚେତନତା ପରେ ଜରିମାନା: ବାପୁଜୀନଗର ଟ୍ରାଫିକ ଶୃଙ୍ଖଳା ପ୍ରସଙ୍ଗ

ଭୁବନେଶ୍ୱର: ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଗତକାଲିଠାରୁ କାର୍ଯ୍ୟକ‌ାରୀ ହୋଇଛି। ପ୍ରସ୍ତୁତ ପ୍ଲାନ୍‌କୁ ନମାନିଲେ ହଜାରେ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି। ‌ହେଲେ ଲୋକଙ୍କ ପାଖରେ ସୂଚନା ପହଞ୍ଚିନାହିଁ। ସେଥିପାଇଁ ହଠାତ୍‌ କଟକଣା ଲୋକଙ୍କୁ ଅକଳରେ ପକାଇଛି। ଏଣୁ ଆଜିଠାରୁ କଟକଣା ଲାଗୁ ହୋଇଥିଲେ ମଧ୍ୟ ୧୫ ଦିନ ଯାଏ ଲୋକଙ୍କୁ ସଚେତନ କରିବା ପାଇଁ … Continue reading ୧୫ଦିନ ସଚେତନତା ପରେ ଜରିମାନା: ବାପୁଜୀନଗର ଟ୍ରାଫିକ ଶୃଙ୍ଖଳା ପ୍ରସଙ୍ଗ